ସକାଳୁ ଥରିଲା ରାଜଧାନୀ ଦିଲ୍ଲୀ ! // Delhi Earthquake // Earthquake // odisha 24 live [FfiaahxNFZK]
ସକାଳୁ ଥରିଲା ରାଜଧାନୀ ଦିଲ୍ଲୀ! ରବିବାର (୨ ଅଗଷ୍ଟ ୨୦୨୬) ଭୋର ପ୍ରାୟ ୪:୧୪ ସମୟରେ ଦିଲ୍ଲୀରେ ୨.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଦିଲ୍ଲୀରେ ଥିଲା ଏବଂ ଏହାର ଗଭୀରତା ୮ କିଲୋମିଟର ରେକର୍ଡ କରାଯାଇଛି। ତୀବ୍ରତା କମ୍ ଥିବାରୁ ବଡ଼ କ୍ଷତିର କୌଣସି ଖବର ମିଳିନାହିଁ। #DelhiEarthquake #Earthquake #Delhi #NCS #BreakingNews #Odisha24Live #LatestNews #EarthquakeNews #IndiaNews #DelhiNews #EarthquakeUpdate #OdiaNews